ଅଖାରୁ ମିଳିଲା ୩୦ ଲକ୍ଷ, ଟିକସ ଫାଙ୍କିବାକୁ ବ୍ୟବସାୟୀଙ୍କ ଯୋଜନା ପଣ୍ଡ

ଭୁବନେଶ୍ୱର : ପୁଲିସ ଗଞ୍ଜେଇ ଭାବି ଅଖାକୁ ଯାଞ୍ଚ କଲା। ମାତ୍ର ଅଖାରେ ଭର୍ତ୍ତି ହୋଇଥିଲା ବିଡ଼ା ବିଡ଼ା ହୋଇ ୩୦ଲକ୍ଷ ଟଙ୍କା। ଯାଞ୍ଚ କରୁଥିବା ପୁଲିସ ଅଧିକାରୀ ଆବାକ୍ ହୋଇ ଯାଇଥିଲେ। ଗତକାଲି କଟକର ଏକ ବ୍ୟାଙ୍କରୁ ଲୁଟ୍‌ ହୋଇଥିବା ଟଙ୍କା ବୋଲି ପ୍ରଥମେ ସନ୍ଦେହ ହୋଇଥିଲା। କିନ୍ତୁ ପରେ ଜଣାଗଲା ଯେ ଟଙ୍କାତକ ଜଣେ ପାଇକାରୀ ବେପାରୀଙ୍କର। ତେଜରାତି ଦୋକାନକୁ ମାଲ୍ ଯୋଗାଉଥିବା ଜଣେ ବ୍ୟବସାୟୀଙ୍କର। ତେବେ … Continue reading ଅଖାରୁ ମିଳିଲା ୩୦ ଲକ୍ଷ, ଟିକସ ଫାଙ୍କିବାକୁ ବ୍ୟବସାୟୀଙ୍କ ଯୋଜନା ପଣ୍ଡ